Posts

Showing posts from May, 2023

ଆପଣ ମାନେ କେମିତି ଭିଡ଼ିଓ ବେକଜରାଉଣ୍ଡ ରିମୁଭ କରିବେ ଓଡ଼ିଆ ରେ ଶିଖନ୍ତୁ

        ଆପଣ ମାନେ କେମିତି ଭିଡ଼ିଓ ବେକଜରାଉଣ୍ଡ ରିମୁଭ କରିବେ ଓଡ଼ିଆ ରେ ଶିଖନ୍ତୁ ଆଜିର ଭିଡ଼ିଓ ରେ ଆପଣଙ୍କୁ କୋମ୍ପୁଟର ବା ମୋବାଇଲ ରେ କେମିତି  ବେକଜରାଉଣ୍ଡ ରିମୁଭ କରିବେ  ତାହା ଏହି ବ୍ଲୋଗ ରେ ଜାଣିବା,                                      ଚାଲନ୍ତୁ ଏହି ବ୍ଲୋଗ କୁ ଆରମ୍ଭ କରିବା   ଯଦି ଆପଣ ନୂଆ ରେ ୟୁଟୁବ ଖୋଲିଛନ୍ତି ତାହାହେଲେ ଆଜିର ବ୍ଲୋଗ ଟି ଆପଣଙ୍କ ପାଇଁ  ଆପଣ ଯଦି କୋମ୍ପୁଟର ରେ ଭିଡ଼ିଓ ଏଡିଟ କରୁଛନ୍ତି ତାହେଲେ ଏହି ଭିଡ଼ିଓ ଖାସ ଆପଙ୍କ ପାଇଁ  ଯେଉଁ ମାନେ ମୋବାଲ ରେ ଏଡିଟ କରୁଛନ୍ତି ସେମାଙ୍କ ପାଇଁ ନୁହଁ, ଯଦି ଆପଣ କୋମ୍ପୁଟର ରେ ଏଡ଼ିଟ କରୁଛନ୍ତି ଫିଲ୍ମମୋରା ନହେଲେ ଆଡବେପ୍ରେମିଏରପ୍ର ରେ ଏଡ଼ିଟ କରୁଥିବେ,ଯଦି ଜାଣିନାହାନ୍ତି କେମିତି ଭିଡ଼ିଓ ବେକଜରାଉଣ୍ଡ ରିମୁଭ କରିବେ  ତାହାହେଲେ ଏହି ବ୍ଲୋଗ କୁ ପୁରା ପଡନ୍ତୁ  ପ୍ରଥମେ କୋମ୍ପୁଟର ରେ ଫିଲ୍ମମୋରା ନହେଲେ ଆଡବେପ୍ରେମିଏରପ୍ର ଓପେନ କରନ୍ତୁ  ତାପରେ ଭିଡ଼ିଓ କୁ ଏଡିଟିଙ୍ଗ ସଫ୍ଟୱାର କୁ ଆଣନ୍ତୁ ଆଣିଲା ପରେ ସେହି ସଫ୍ଟୱାର ର timeline ଉପରେ ରଖନ୍ତୁ ମୋ ପାଖରେ ଆଡବେପ୍ରେମିଏରପ୍ର  ଅଛି ତେଣୁକରି  ଏହି ସଫ୍ଟୱେର ହିଁ ଆପଣ ଙ...