ଆପଣ ମାନେ କେମିତି ଭିଡ଼ିଓ ବେକଜରାଉଣ୍ଡ ରିମୁଭ କରିବେ ଓଡ଼ିଆ ରେ ଶିଖନ୍ତୁ

        ଆପଣ ମାନେ କେମିତି ଭିଡ଼ିଓ ବେକଜରାଉଣ୍ଡ ରିମୁଭ କରିବେ ଓଡ଼ିଆ ରେ ଶିଖନ୍ତୁ

ଆଜିର ଭିଡ଼ିଓ ରେ ଆପଣଙ୍କୁ କୋମ୍ପୁଟର ବା ମୋବାଇଲ ରେ କେମିତି ବେକଜରାଉଣ୍ଡ ରିମୁଭ କରିବେ ତାହା ଏହି ବ୍ଲୋଗ ରେ ଜାଣିବା,

                                     ଚାଲନ୍ତୁ ଏହି ବ୍ଲୋଗ କୁ ଆରମ୍ଭ କରିବା
  ଯଦି ଆପଣ ନୂଆ ରେ ୟୁଟୁବ ଖୋଲିଛନ୍ତି ତାହାହେଲେ ଆଜିର ବ୍ଲୋଗ ଟି ଆପଣଙ୍କ ପାଇଁ 
ଆପଣ ଯଦି କୋମ୍ପୁଟର ରେ ଭିଡ଼ିଓ ଏଡିଟ କରୁଛନ୍ତି ତାହେଲେ ଏହି ଭିଡ଼ିଓ ଖାସ ଆପଙ୍କ ପାଇଁ 
ଯେଉଁ ମାନେ ମୋବାଲ ରେ ଏଡିଟ କରୁଛନ୍ତି ସେମାଙ୍କ ପାଇଁ ନୁହଁ, ଯଦି ଆପଣ କୋମ୍ପୁଟର ରେ ଏଡ଼ିଟ କରୁଛନ୍ତି ଫିଲ୍ମମୋରା ନହେଲେ ଆଡବେପ୍ରେମିଏରପ୍ର ରେ ଏଡ଼ିଟ କରୁଥିବେ,ଯଦି ଜାଣିନାହାନ୍ତି କେମିତି ଭିଡ଼ିଓ ବେକଜରାଉଣ୍ଡ ରିମୁଭ କରିବେ 
ତାହାହେଲେ ଏହି ବ୍ଲୋଗ କୁ ପୁରା ପଡନ୍ତୁ 
ପ୍ରଥମେ କୋମ୍ପୁଟର ରେ ଫିଲ୍ମମୋରା ନହେଲେ ଆଡବେପ୍ରେମିଏରପ୍ର ଓପେନ କରନ୍ତୁ 

ତାପରେ ଭିଡ଼ିଓ କୁ ଏଡିଟିଙ୍ଗ ସଫ୍ଟୱାର କୁ ଆଣନ୍ତୁ ଆଣିଲା ପରେ ସେହି ସଫ୍ଟୱାର ର timeline ଉପରେ ରଖନ୍ତୁ ମୋ ପାଖରେ ଆଡବେପ୍ରେମିଏରପ୍ର  ଅଛି ତେଣୁକରି  ଏହି ସଫ୍ଟୱେର ହିଁ ଆପଣ ଙ୍କୁ ଶିଖୁଛି  timeline ଉପରେ ରଖିଲା  ପରେ   ଇଫେଟ କୁ ଯାଇକି 
ଅଲଟ୍ରାକି  କୁ ଯାଇକି ଭିଡ଼ିଓ ର ବେକଜରାଉଣ୍ଡ ରିମୁଭ କରିବେ


 


Comments